୧୬ଟି ଜିଲ୍ଲାରେ କାଳବୈଶାଖୀ,ପାଣିପାଗ ବିଭାଗର ସତର୍କ ସୂଚନା

0

ଦିନକୁ ଦିନ ଅସ୍ତବ୍ୟସ୍ତ କରୁଥିବା ତାତି ଏବଂ ଗୁଳୁଗୁଳି ପରେ ଟିକିଏ ଆଶସ୍ତୀ ଆଣିଛି ବର୍ଷା । ୧୬ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ୫୦ରୁ ୬୦ କିଲୋମିଟର ବେଗର ପବନ ବହିବାର ସମ୍ଭାବନା ରହୁଥିବାବେଳ, ୧୬ଟି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ କେନ୍ଦ୍ର ।
ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ରାୟଗଡ,ଗଜପତି, ଗଂଜାମ, କଟକ, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ କୋରାପୁଟ ଜିଲ୍ଳାକୁ ସତର୍କ ସୂଚନା ଦିଆଯାଇଛି ।ତେବେ ଦେଖିବାକୁ ବାକି ରହିଲା ଏହି କାଳବୈଶାଖୀ ପରେ ସାଧାରଣରେ ଗୁଳୁଗୁଳି ରୁ ନିସ୍ତାର ମିଳୁଛି କି ନାହିଁ ।

Leave A Reply

Your email address will not be published.