ଅପରିଚିତ ବା ଅସହାୟ ରୋଗୀଙ୍କ ପାଇଁ ଏସସିବିରେ ସ୍ୱତନ୍ତ୍ର ୱାର୍ଡ

0

ଭୁବନେଶ୍ୱର,୧୭/୧୧: କଟକ ଏସସିବି ମେଡିକାଲରେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି। ଶିଶୁ, ସର୍ଜରୀ, ଅସ୍ଥିଶଲ୍ୟ, ପ୍ରସୂତି ଓ ମେଡ଼ିସିନ୍ ଏହି ପାଞ୍ଚଟି ବିଭାଗରେ ଅପରିଚିତ ରୋଗୀଙ୍କ ପାଇଁ ଖୋଲାଯାଇଛି ସ୍ୱତନ୍ତ୍ର ୱାର୍ଡ। ଏହି ସମସ୍ତ ସ୍ୱତନ୍ତ୍ର ୱାର୍ଡରେ ମୋଟ ୫୫ଟି ବେଡ୍ ବ୍ୟବସ୍ଥା କରାଯାଇଛି। କୌଣସି ଅପରିଚିତ ବା ଅସହାୟ ବ୍ୟକ୍ତି ଏହି ବିଭାଗରେ ଚିକିତ୍ସିତ ହୋଇପାରିବେ।

Leave A Reply

Your email address will not be published.