ସାମଗ୍ରୀ- କୋକୋ ପାଉଡ଼ର-୨ଚାମଚ, ଚକୋଲେଟ୍ ବେଫର-୧୦, ଚିଜ-୧୦୦ ଗ୍ରାମ୍, ଚିନି ପାଉଡର-୨କପ୍, ଅଣ୍ଡା-୨ଟା, କ୍ରିମ୍-୨ କପ୍, ସୁପ୍ କ୍ରିମ୍-୧କପ୍, କଫି ପାଉଡ଼ର-୨ ଚାମଚ, ଭେନିଲା ଏସେନ୍ସ-୪ବୁନ୍ଦା, ବଟର-୨ଚାମଚ, ମିá ଚକୋଲେଟ୍-୨ଖଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ- ଓଭାନ୍କୁ ୩୫୦ଡିଗ୍ରୀ ତାପମାତ୍ରାରେ ରଖିଦିଅ;ୁ । କେକ୍ ପ୍ରସ୍ତୁତ କରିବା ଛାଞ୍ଚରେ ବଟର ବୋଳି ଦିଅ;ୁ । ଏବେ ଏଥିରେ କ୍ରିମ୍ ଏବଂ ଚିନି ତଥା ଚିଜ୍କୁ ପକେଇ ଦିଅ;ୁ । ଏହାକୁ ପାଞ୍ଚମିନିଟ୍ ପାଇଁ ଛାଡ଼ି ଦିଅ;ୁ । ଏହାପରେ ଏଥିରେ ଅଣ୍ଡା ଫଟେଇ ଏଥିରେ ପେଷ୍ଟ ପ୍ରସ୍ତୁତ କର;ୁ । ଅନ୍ୟ ଏକ ପାତ୍ରରେ ମିá ଚକୋଲେଟ୍ରେ ୨ଚାମଚ କ୍ରିମ୍ ପକାଇ ଘାଣ୍ଟ;ୁ । ଭଲ ଭାବରେ ମିଶିଗଲା ପରେ ଏହି ମିଶ୍ରଣକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣରେ ମିଶାଇ ଦିଅ;ୁ । ଏବେ ଏଥିରେ କୋକୋ ପାଉଡ଼ର, ଭେନିଲା ଏସେନ୍ସ ଏବଂ କ୍ରିମ୍ ମିଶାଇ ଭଲ ଭାବରେ ଘାଣ୍ଟି ଦିଅ;ୁ । ଏବେ ଏହାକୁ ୪୫ମିନିଟ୍ ଓଭାନ୍ରେ ପକାଇ ରାନ୍ଧ;ୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚକୋଲେଟ୍ ଚକୋଲେଟ୍ ଚିଜ୍ କେକ୍ ।
Prev Post
Next Post