ସାମଗ୍ରୀ- ଦେଶୀ ମୁଗଡାଲି ଭଜା- ୧ କପ୍, କଞ୍ଚା କଦଳୀ- ୧ ଟି, ସାରୁ- ୨ କପ୍ (କଟା), ଲୁଣ- ସ୍ୱାଦ ଅନୁସାରେ, ଭଜା ଜିରା- ୧/୨ ଚାମଚ, ଲଙ୍କାଗୁଣ୍ଡ ସଜକୁଟା- ୧ ଚାମଚ, ହଳଦି ଗୁଣ୍ଡ-୧ ଚାମଚ, ଖମ୍ବ ଆଳୁ- ୧ କପ(କଟା), ଓଉ- ୧/୨ କପ୍ (କଟା), ଜିରା- ୧ ଚାମଚ, ଘିଅ- ୨ ଚାମଚ, ତେଜପତ୍ର- ୨ ଟି ।
ପ୍ରଣାଳୀ- ପରିବା ସବୁ ଏକା ଆକାରରେ କାଟି ରଖ;ୁ । ମୁଗଡାଲିକୁ ୧୫ ମିନିଟ ବତୁରା;ୁ । ପ୍ରେସରକୁକର ବା କରେଇ ଗରମ କରି ଘିଅ ଦିଅ;ୁ । ତେଜପତ୍ର, ସୁଖିଲା ଲଙ୍କା, ଜିରା ପକାଇ ଫୁଟା;ୁ । ପରିବା ପକାଇ (ପ୍ରଥମେ ଓଉ ଓ ସାରୁ) ୩ ମିନିଟ ଭାଜ;ୁ । ଲାଳ କମିଗଲେ ଅନ୍ୟ ପରିବା ପକାଇ ୫ ମିନିଟ ଭାଜି ଡାଲି ଧୋଇ ପକା;ୁ । ହଳଦି, ଲୁଣ ପକାଇ ଡାଲି ଓ ପରିବା ବୁଡିବା ଯାଏଁ ପାଣି ଦେଇ ମଧ୍ୟମ ଆଞ୍ଚରେ ୨ ଟି ହ୍ୱିସିଲ ମାରି କାଢ;ୁ । ଉପରେ ଜିରା ଓ ଲଙ୍କାଗୁଣ୍ଡ ପକାଇ ପରଶ;ୁ ।
Prev Post
Next Post