ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ମୃତ, ୫ଗୁରୁତର

0

ଭଦ୍ରକ , ୧୩/୧୨: ଭଦ୍ରକ ଜିଲା ରାମ ନବମୀ ବେତଡା ପଞ୍ଚାୟତ ଅଧିନସ୍ଥ ଗୋହିରାଣୀ ଗାଁରେ ମିନି ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତିl ଘଟଣାସ୍ଥଳରେ ଲୋକନାଥ ସେଠୀଙ୍କ ମୃତ୍ୟୁ ଘଟିଥିବାବେଳେ ଉଭୟ ପକ୍ଷର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗାଁରେ ଉତ୍ତେଜନା ଲାଗିରହିଥିବାବେଳେ ସେଠାରେ ପୋଲିସ ମୁତୟନ ଅଛିl

Leave A Reply

Your email address will not be published.