ବିଷ ହରଣକାରୀ ତେନ୍ତୁଲି ମଞ୍ଜି

ସର୍ପ, ବିଛା, ମୂଷା, ଆଦି କାମୁଡ଼ିଲେ ଭୟବିତ ନହୋଇ ଚାହିଁଲେ ଘରୋଇ ଉପଚାର ଦ୍ୱାରା ଜୀବନ ବଞ୍ଚେଇ ହେବ । ତେବେ ବିଷର ପ୍ରତିକାର ପାଇଁ ଏକ ତେ;ୁଳି ମଞ୍ଜିକୁ ନିଅ;ୁ ପଥରରେ ଟିକେ ପାଣି ଦେଇ ଭଲ ଭାବରେ ଘଷ;ୁ ଯେତେବେଳେ ମଞ୍ଜିର ଧଳାଅଂଶ ଦେଖାଯିବ, ସେତେବେଳେ ମଞ୍ଜିକୁ ଦଂଶନ ସ୍ଥାନରେ ଲଗାଇଦେଲେ ସେ ମଞ୍ଜି ତତ୍‌କ୍ଷଣାତ୍‌ ସେହି ସ୍ଥାନରେ ଲାଗି ରହିବ ଏବଂ ବିଷକୁ ଶୋଷଣ କରି ତଳେ ପଡ଼ିଯାଏ । ଅତଃ ମଞ୍ଜି ପଡ଼ିଗଲାପରେ ଅନ୍ୟ ଏକ ମଞ୍ଜିକୁ ସେହି ଭଳି କରି ବିଷ ପ୍ରଭାବି ସ୍ଥାନରେ ଲଗା;ୁ । ଏପରି ସେପର୍ଯ୍ୟନ୍ତ କରୁଥିବ ଯେପର୍ଯ୍ୟନ୍ତ ତେ;ୁଳି ମଞ୍ଜି ଗୁଡ଼ିକ ବିଷ ଟାଣିବା ପରେ ପଡ଼ି ଯାଉଥିବ । ଯଦି ବିଷ ବହୁତ ଥିବ ଅନେକ ଗୁଡ଼ିଏ ମଞ୍ଜି ଲଗାଇବାକୁ ପଡିପାରେ । ଯେତେବେଳେ ଆଉ ତେ;ୁଳୀ ମଞ୍ଜି ସେ ସ୍ଥାନରେ ନ ଲାଗିବ, ସେତେବେଳେ ବିଷ ସରିଗଲା ବୋଲି ଜାଣିବେ । ବିଷକୁ ଟାଣିଥିବା ସେହି ସମସ୍ତ ମଞ୍ଜିଗୁଡ଼ିକୁ ଏକତ୍ର କରି ମାଟିରେ ପୋତିଦେବେ । ମଞ୍ଜି ଲଗାଇବା ପୂର୍ବରୁ ଦଂଶନ ସ୍ଥାନକୁ ବ୍ଲେଡ୍‌ରେ ଟିକେ କାଟି କ୍ଷତ କରି ତେ;ୁଳୀ ମଞ୍ଜି ଲଗାଇଲେ ସେ ଶୀଘ୍ର ଲାଗିଯାଏ ।