୨୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ ଅପରାଧରାଜ୍ୟ By Odisha Khabar On Jan 23, 2023 Share କଟକ,୨୩/୧: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା ୨୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଫୁଲବାଣୀରୁ କଲିକତା ଚାଲାଣ ବେଳେ କଟକ ବିଭିନ୍ନ ସ୍ଥାନରୁ ଜବତ କଲା ଅବକାରୀ ବିଭାଗ । Share