ଆଜିର ରାଶିଫଳ (ଗୁରୁବାର)

ତା : ୧୬ / ୨ / ୨୦୨୩

ମେଷ : ଆଜି ଦିନଟି ଆପଣଙ୍କର ବହୁତ୍ ଭଲ ରେ କଟିବ । ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ ।ଚାକିରୀରେ ରେ ପଦୋନ୍ନତି ଘଟିବାର ସମ୍ଭାବନା ଅଛି ।ସ୍ବାସ୍ଥ୍ୟ ଅବସ୍ଥା ରେ ଉନ୍ନତି ଘଟିବ । ଅର୍ଥ ନିବେଶ ରେ ଲାଭ ଦାୟକ ହେବ ।

ବୃଷ : ମିଳୁ ନଥିବା ଧନର କାଲି ମିଳିବ । ଆପଣଙ୍କ କାର୍ଯ୍ୟ ରେ ଖୁସି ହୋଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସା ର ପାତ୍ର ହେବେ। ପ୍ରେମ ସମ୍ପର୍କ ସୁଦୃଢ ହେବ ।ଲୁଚି ରହିଥିବା ଦକ୍ଷତା ର ପରି ପ୍ରକାଶ ହେବ।ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ମିଥୁନ : ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ୍ ଭଲ ରହିଛି । ଜମିଜମାକୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ । କର୍ମ ବ୍ୟସ୍ତତାରେ ଦିନଟି କଟିବ । ଚିନ୍ତା ବଢ଼ିପାରେ । ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ ।

କର୍କଟ : ଆଜି ଦିନଟି ରେ ଆପଣ ଚିନ୍ତା ରେ ପଡ଼ିବେ । ଜୀବନ ସାଥି ଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ଅବନ୍ନତି ଦେଖା ଦେବ । ମିତ୍ର ଙ୍କ ଠାରୁ ଉପହାର ମିଳିବ । ମାଙ୍ଗଳିକ କାର୍ଯ୍ୟ ରେ ଯୋଗଦାନ କରିବେ ।ବିଦ୍ୟାର୍ଥୀ ମାନେ ଅସଫଳ ହେବେ ।

ସିଂହ : ଚାକିରି ରେ ସଫଳତା ମିଳିବ ।ଦିନଟି ରେ ଉନ୍ନତି ଆଶାନୁରୂପ ହେବ । ବିଦେଶ ଯାତ୍ରା ଆପଣଙ୍କ ମୟ ଲାଭଦାୟକ ସାବ୍ୟସ୍ତ ହେବ । କିଛି ଲୁଚି ରହିଥିବା ମିଥ୍ୟା ଆଜି ସର୍ବ ସମ୍ମୁଖକୁ ଆସି ପାରେ । ସନ୍ତାନ ଙ୍କ ସହ ମନ ମାଳୀନ୍ୟ ହୋଇପାରେ।

କନ୍ୟା : କର୍ମ ରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଶତ୍ରୁ ଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା ମିଳି ପାରେ ।

ତୁଳା : ଦିନଟି ବହୁତ୍ ଖୁସି ରେ କଟିବ । ପରିବାରରେ ସାଧାରଣ ସମସ୍ୟା ସୃଷ୍ଟି ହେବ । ଉଚ୍ଚ ପଦସ୍ଥ ଲୋକଙ୍କ ସହ ଆଜି ମିଳନ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ସଫଳତା ପ୍ରାପ୍ତ କରିବେ ।

ବିଛା : ବାକିଥିବା କାର୍ଯ୍ୟ କୁ ସମୟାନୁସାରେ ପୂରଣ କରନ୍ତୁ । ବନ୍ଧୁ ଙ୍କ ସହ ଅଧିକାଂଶ ସମୟ କଟିବ । ଜୀବନସାଥୀ ଙ୍କ ସହଯୋଗ ମିଳିବ ।ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନ ଟି ଉପଯୁକ୍ତ ହେବେ । ବଡ଼ ପଦବୀ ପାଇଁ ଆଶାୟୀ ହେବେ।

ଧନୁ : ଅନ୍ୟଦିନ ତୁଳନା ରେ ଆଜି ଦିନଟି ଅଧିକା ଭଲ ଫଳ ପ୍ରଦାନ କରିବ । ଅଯଥା ଖର୍ଚ୍ଚାନ୍ତ ହେବେ । ପରିବାରରୁ ପ୍ରଶଂସା ମିଳିବ । ପୂର୍ବୁବ୍ରୁ ଥିବା ବିବାଦ ର ଅନ୍ତ ଘଟିବ ।ବିଦ୍ୟାର୍ଥୀ ମାନେ ପରୀକ୍ଷା କୁ ନେଇ ଚିନ୍ତା ରେ ରହିବେ ।

ମକର : ଆଜି ଦିନଟି ଅନୁକୂଳ ରହିବ । ସାମାଜିକ କାର୍ଯ୍ୟ ରେ ମନୋନିବେଶ କରିବେ । ପରିବାରରୁ ଆର୍ଥିକ ସହାୟତା ମିଳିବ ।ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ ।ବିଦ୍ୟାର୍ଥୀ ମାନଙ୍କ ମନ ଉଣା ରହିବ ।

କୁମ୍ଭ : ମିତ୍ର ଙ୍କ ଠାରୁ ଭଲ ଖବର ମିଳିବ । ଧନ ସଂପତ୍ତି କ୍ରୟ କରିବେ । ପ୍ରତିଶ୍ରୁତି ଆଜି ପୂରଣ କରନ୍ତୁ । ଅନ୍ୟ ଲୋକଙ୍କ କାର୍ଯ୍ୟ ରେ ସମୟ ନିବେଶ କରିବେ ।ଆପଣଙ୍କ କାର୍ଯ୍ୟ ରେ ବାଧା ଉପୁଜିବ ।

ମୀନ : ଚାକିରିରେ ଉନ୍ନତି ଘଟିବ। ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବେ । ବ୍ୟବସାୟରେ ଲାଭ ଯୋଗ ରହିଛି । କର୍ମକ୍ଷେତ୍ରରେ ନୂତନ ପଦବୀ ମିଳି ପାରେ । ପରିବାରରେ ସାମାନ୍ୟ ମନୋ ମଲିନ୍ୟ ଦେଖା ଦେବ ।ଛାତ୍ର ଛାତ୍ରୀ ମାନେ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବେ ।

SBI AD