ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି

ଭୁବନେଶ୍ୱର, ୨୧/୧୧ : ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି । ସୂଚନା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି। ୨୦୨୬ ଜାନୁଆରୀରୁ…
Read More...

କ୍ୟାବିନେଟରେ ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର, ୨୧/୧୧ : ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ୯ଟି ବିଭାଗର ୧୨…
Read More...

ବାରିପଦାରେ ଖୁବ୍ ଶୀଘ୍ର ଖୋଲିବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ଭୁବନେଶ୍ୱର, ୨୧/୧୧ : ସୁପ୍ରିମକୋର୍ଟରେ ହୋଇଥିବା ପିଟିସନ୍ ଦୀର୍ଘଦିନ ଧରି କଳାବାଘ ସଫାରୀ ଖୋଲିବାରେ ବାଧା ସାଜିଥିଲା । ତେବେ ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ବି ଆର ଗଭାଇ ଏନେଇ ନିର୍ଦ୍ଦେଶାବଳୀ…
Read More...

୨୦୨୫ର ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଫାତିମା ୱସ

ନୂଆଦିଲ୍ଲୀ, ୨୧/୧୧ : ଥାଇଲ୍ୟାଣ୍ଡରେ ଆୟୋଜିତ ବ୍ରହ୍ମାଣ୍ଡ ସୁନ୍ଦରୀ -୨୦୨୫ ପ୍ରତିଯୋଗିତା ଶେଷ ହୋଇଛି । ମେକ୍ସିକୋର ଫାତିମା ୱସଙ୍କ ମଥାରେ ସାଜିଛି ମିସ୍ ୟୁନିଭର୍ସ ୨୦୨୫ର ମୁକୁଟ । ୨୦୨୪ର ବ୍ରହ୍ମାଣ୍ଡ ସୁନ୍ଦରୀ…
Read More...

ଆସନ୍ତା ୨୫ରେ ମେଗା ନିଯୁକ୍ତି ମେଳା : ୭ ହଜାରରୁ ଅଧିକ ଜଣଙ୍କୁ ବଣ୍ଟନ ହେବ ନିଯୁକ୍ତି ପତ୍ର

ଭୁବନେଶ୍ୱର, ୨୧/୧୧ : ଆସନ୍ତା ୨୫ ତାରିଖରେ ମେଗା ନିଯୁକ୍ତି ମେଳା କରିବେ ରାଜ୍ୟ ସରକାର । ୧୩ଟି ବିଭାଗରେ ୭ ହଜାରରୁ ଅଧିକ ଜଣଙ୍କୁ ବଣ୍ଟନ ହେବ ନିଯୁକ୍ତି ପତ୍ର । ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ୨୫ ତାରିଖରେ…
Read More...

ଭୂମିକମ୍ପର ଝଟକାରେ ଥରିଲା କୋଲକାତା : ଏହାର ତୀବ୍ରତା ୫.୬

ନୂଆଦିଲ୍ଲୀ, ୨୧/୧୧ : ଭୂମିକମ୍ପର ଝଟକାରେ ଥରିଲା କୋଲକାତା । ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୬ ଥିଲା । ତେବେ…
Read More...

ଭିଏତନାମରେ ବନ୍ୟା ବିପର୍ଯ୍ୟୟ : ୪୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୨୧/୧୧ : ଭିଏତନାମରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। କିଛି ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଭିଏତନାମରେ ଏହି ପ୍ରାକୃତିକ ବିପର୍ଯ୍ୟୟ ୪୧ ଜଣଙ୍କର ମୃତ୍ୟୁ ଘଟିଛି। ଭିଏତନାମରେ ବନ୍ୟା…
Read More...

ପୀତବାସ ପଣ୍ଡା ହତ୍ୟା ମାମଲା : ପୁଣି ୨ ଦିନିଆ ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ

ଭୁବନେଶ୍ୱର, ୨୧/୧୧ : ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଉମା, ଚିଣ୍ଟୁ, କୁରୁପତି ଓ ଯୋଗେନ୍ଦ୍ରକୁ ୨ ଦିନିଆ ରିମାଣ୍ଡରେ ନିଆଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରି ସତ ଉଗାଳିବ ପୁଲିସ।…
Read More...

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ଭୁବନେଶ୍ୱର, ୨୧/୧୧ : (ଓଡିଶା ଖବର) : ଅସଲି ପୋଲିସ ହାତରେ ଧରା ପଡ଼ିଲା ନକଲି ପୋଲିସ। ଦେଖିବାକୁ ମିଳିଛି ଭୁବନେଶ୍ୱର କମିଶନରେଟ ପୋଲିସର ବାଲିପାଟଣା ଥାନା ଅଞ୍ଚଳରେ। ଏଠାକାର ବନମାଳୀପୁର ଫାଣ୍ଡି ପୋଲିସ ଜଣେ ନକଲି…
Read More...

ଆଜି ଆୟୋଜିତ ବ୍ରହ୍ମାଣ୍ଡ ସୁନ୍ଦରୀ ଗ୍ରାଣ୍ଡ୍ ଫିନାଲେ, ନ୍ୟାସନାଲ କଷ୍ଟ୍ୟୁମରେ ଝଲସିଲେ ମନିକା

ନୂଆଦିଲ୍ଲୀ ୨୧/୧୧: ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୨୫ରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ମିସ୍ ୟୁନିଭର୍ସ ଇଣ୍ଡିଆ-୨୦୨୫ ମନିକା ବିଶ୍ୱକର୍ମା । ଆଜି ଆୟୋଜିତ ହେବ ଗ୍ରାଣ୍ଡ୍ ଫିନାଲେ । ଏଥିପାଇଁ ମନିକା ପୂରାପୂରି…
Read More...