ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା, ସଚେତନ ହେବେ ଲୋକେ

ଭୁବନେଶ୍ୱର, ୧୯/୧୧ : ଭୁବନେଶ୍ୱରର ଏଜି ଛକରେ ସ୍ଥାପନ ହେବ ଓଡ଼ିଶା ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା…
Read More...

ନୀତିଶ କୁମାର ହେଲେ ଜେଡିୟୁ ବିଧାୟକ ଦଳ ନେତା, ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯/୧୧ : ଜେଡିୟୁ ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି ନୀତିଶ କୁମାର । ଆସନ୍ତାକାଲି ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଜି ଜେଡିୟୁ ବିଧାୟକ ଦଳ ନେତା ନିର୍ବାଚିତ…
Read More...

ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି

ଭୁବନେଶ୍ୱର, ୧୯/୧୧ : ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି । ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ ।…
Read More...

ବିମାନ ଆକ୍ରମଣ କଲା ଇସ୍ରାଏଲ : ୧୩ ମୃତ

ନୂଆଦିଲ୍ଲୀ, ୧୯/୧୧ : ଇସ୍ରାଏଲୀ ବିମାନ ଆକ୍ରମଣରେ ଅତି କମରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ନିଶ୍ଚିତ କରିଛି। ଇସ୍ରାଏଲ ଦାବି କରିଛି ଯେ ଟାର୍ଗେଟ ହମାସ ସଦସ୍ୟ ଥିଲେ, ଯେତେବେଳେ…
Read More...

ଆଜି ବସିବ ଏନଡିଏ ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ, ୧୯/୧୧ : ବିହାରରେ ସରକାର ଗଠନ ପାଇଁ ଆଜି ବସିବ ଏନଡିଏ ବିଧାୟକ ଦଳ ବୈଠକ । ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ନୀତୀଶ କୁମାର । କିନ୍ତୁ ସରକାର ଗଠନ ପାଇଁ ଏନଡିଏର ସହଯୋଗୀ ଦଳଙ୍କ ମଧ୍ୟରେ…
Read More...

କ୍ୟାପିଟାଲ ହସ୍ପିଟାଲର ଗେଲ୍ହା ଡାକ୍ତର : ୯ ବର୍ଷ ଧରି ଧରି ମାଡ଼ିବସିଛନ୍ତି ଗାଦି, ବଦଳି ଠପ

ଭୁବନେଶ୍ୱର, ୧୯/୧୧, (ପ୍ରଦୀପ୍ତ କୁମାର ଦାସ) : ପେସାରେ ଡାକ୍ତର ହେଲେ ରୋଗୀ ସେବା ଗୌଣ।ତାଙ୍କ ପାଇଁ ଭିଆଇପି ସେବା କିନ୍ତୁ ଆଗ।ଏପରିକି ଭିଆଇପିଙ୍କ ଚେଲା ଚାମୁଣ୍ଡାଙ୍କ ସେବାପାଇଁ ମଧ୍ୟ ହସ୍ପିଟାଲରେ ତାଙ୍କର ବେଶ…
Read More...

ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା

ନୂଆଦିଲ୍ଲୀ, ୧୯/୧୧ : ଆଜି ଆସିବ ପିଏମ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ । ୯ କୋଟି କୃଷକଙ୍କ ପାଖକୁ ପଠାଯିବ…
Read More...

ଆସନ୍ତାକାଲି ଶପଥ ନେବେ ନୀତୀଶ, ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୯/୧୧ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀଭାବରେ ଶପଥ ନେବେ ନୀତୀଶ କୁମାର । ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ । ଏହା ସହିତ ନୀତୀଶ କୁମାର ରେକର୍ଡ କରିବାକୁ ଯାଉଛନ୍ତି । ସେ ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ…
Read More...

ବାବା ସିଦ୍ଦିକି-ମୁସେୱାଲା ହତ୍ୟା ମାମଲା : ଆଜି ଭାରତରେ ପହଞ୍ଚିବ ଅନମୋଲ

ନୂଆଦିଲ୍ଲୀ, ୧୯/୧୧ : ପୂର୍ବତନ ମନ୍ତ୍ରୀ ଏବଂ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ଆମେରିକୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା…
Read More...

ପୋଲିସକୁ ମିଳିଛି ବଡ ସଫଳତା : ୩୧ ମାଓବାଦୀ ଗିରଫ

ଭୁବନେଶ୍ୱର, ୧୯/୧୧ : ବିଜୟୱାଡା, କୃଷ୍ଣା ଜିଲ୍ଲା ଏବଂ କାକିନାଡାରେ ବ୍ୟାପକ ତଲାସ ସମୟରେ ପୋଲିସ ଛତିଶଗଡ଼ର ବରିଷ୍ଠ ମାଓ ନେତାଙ୍କ ସମେତ ୩୧ ଜଣ ମାଓବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ବିଜୟୱାଡାର କାନୁରୁ…
Read More...