ଗୋଟିଏ ପରିବାରରେ ୪ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୭/୧୧: ହରିଆଣାର ପଞ୍ଚକୁଲାରେ ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସେମାନଙ୍କ ମଧ୍ୟରେ ଅଛି ଜଣେ ମହିଳା ଓ ୩ ପିଲା । ଶୁକ୍ରବାର ରାତିରେ ଘଟିଛି ଏହି ଅଘଟଣ । ପୋଲିସ ପହଞ୍ଚି…
Read More...

ଅଭିନେତା-ନିର୍ମାତା ଏଲିକ୍‌ ପଦମ୍‌ସୀଙ୍କ ପରଲୋକ

ମୁମ୍ବାଇ, ୧୭/୧୧: ଖ୍ୟାତନାମା ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଏଲିକ୍‌ ପଦମ୍‌ସୀଙ୍କର ୯୦ ବର୍ଷ ବୟସରେ ଶନିବାର ନିଧନ ହୋଇଛି । ସର୍ଫ ପାଇଁ ଲଳିତାଜୀ, ଚେରି ବ୍ଲୋଜମ୍‌ ସୁ ପଲିସ୍‌ ପାଇଁ ଚେରି ଚାର୍ଲି,…
Read More...

ସୋରିଷ ତେଲର ଉପକାରୀତା

ଲମ୍ବା ଏବଂ ଘନ କେଶ ପାଇଁ ସୋରିଷ ତେଲ ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ । ଏଥିରେ ଉପସ୍ଥିତ ଐଷଧୀୟ ଗୁଣ କେଶକୁ ଦୃଢ ଏବଂ ସ୍ନିU କରିବାରେ ସାହାଯ୍ୟ କରିଥାଏ । ସୋରିଷ ତେଲରେ ଉପସ୍ଥିତ ଜୀବାଣୁରୋଧୀ ଏବଂ…
Read More...

ଯାତ୍ରା ସମୟରେ ବାନ୍ତି ହେଉଥିଲେ…

ଯାତ୍ରା ସମୟରେ କେତେକ ଲୋକଙ୍କୁ ବାନ୍ତି ଏବଂ ମୁଣ୍ଡବୁଲା ଭଳି ଲକ୍ଷଣ ଦେଖାଦେଇଥାଏ । ଏହି କାରଣରୁ ସେମାନେ ଦୂର ଯାତ୍ରା କରନ୍ତିନାହିଁ । କେତେକ ସମୟରେ ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ଔଷଧ…
Read More...

ନାଛା ମୁଗ ଡାଲମା

ସାମଗ୍ରୀ- ଦେଶୀ ମୁଗଡାଲି ଭଜା- ୧ କପ୍‌, କଞ୍ଚା କଦଳୀ- ୧ ଟି, ସାରୁ- ୨ କପ୍‌ (କଟା), ଲୁଣ- ସ୍ୱାଦ ଅନୁସାରେ, ଭଜା ଜିରା- ୧/୨ ଚାମଚ, ଲଙ୍କାଗୁଣ୍ଡ ସଜକୁଟା- ୧ ଚାମଚ, ହଳଦି ଗୁଣ୍ଡ-୧ ଚାମଚ, ଖମ୍ବ ଆଳୁ- ୧ କପ(କଟା),…
Read More...

ପାପୁଲି ଆକାରରୁ ଜାଣନ୍ତୁ ସ୍ୱଭାବ

ସମସ୍ତଙ୍କର ବିଶ୍ୱାସ ରହିଥାଏ, ହସ୍ତରେଖାରେ ଭାଗ୍ୟ ଲୁଚି ରହିଥାଏ । କି;ୁ ହସ୍ତରେଖାକୁ ସାଧାରଣ ଲୋକ ଦେଖି ବୁଝିପାରନ୍ତି ନାହିଁ । ଭବିଷ୍ୟତ କଥା ଜାଣିବା ପାଇଁ ହେଲେ ଆମକୁ କୋଣସି ଜ୍ୟୋତିଷ କିମ୍ବା ପଣ୍ଡିତଙ୍କ ପାଖକୁ…
Read More...

ରାଜସ୍ତାନୀ ଚିକେନ୍‌

ସାମଗ୍ରୀ- ଏକ କେଜି ଚିକେନ୍‌, ୨ଟି କଟା ପିଆଜ, ୨ଟି କଟା ଟମାଟୋ, କଟା କଞ୍ଚା ଲଙ୍କା, ୧୫ଟି ଲାଲି ଲଙ୍କା, ଏକଚାମଚ ଧନିଆ ଗୁଣ୍ଡ, ଏକଚାମଚ ଜିରା ଗୁଣ୍ଡ, ଏକକପ ସୋରିଷ ତେଲ, ଏକଚାମଚ ଅଦା ଓ ରସୁଣ ପେଷ୍ଟ, ଅଧଚାମଚ ଗରମ…
Read More...

କେବେ ଫେରିବେ ରଣବୀର-ଦୀପିକା

ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡି ରଣବୀର ସିଂହ ଏବଂ ଦୀପିକା ପାଦୁ୍ୟକୋନଙ୍କ ବିବାହ ଇଟାଲୀର ଲେକ କୋମୋଠାରେ ସମ୍ପନ୍ନ ହୋଇଛି । ତେବେ ଦୀର୍ଘ ଦିନ ଧରି ଏହି ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା । ବିବାହ ତ…
Read More...

ଓଡ଼ିଆ ସିନେ ନିର୍ଦ୍ଦେଶକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ଓଲିଉଡ ନାୟୀକା ଏଲସା ଘୋଷ ଏବଂ ନିର୍ଦ୍ଦେଶକ ଦିଲୀପ ପଣ୍ଡା ମୁହାଁ ମୁହିଁ ହୋଇଛନ୍ତି । ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡିଓ ରିଲିଜ ସମୟରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ…
Read More...

ୱାଘା ବର୍ଡରରେ ସଲମାନ-କ୍ୟାଟ୍ରିନା

ମୁମ୍ବାଇ: କିଛିଦିନ ହେବ ବଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ଥିବା ଅଲୀ ଆ³ାସ୍‌ ଜାଫରଙ୍କ ଫିଲ୍ମ ‘ଭାରତ’ରେ ସଲମାନ ଖାନଙ୍କ ବିପକ୍ଷରେ ମୁଖ୍ୟ ଭୁମିକାରେ ନଜର ଆସିବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ତେବେ ସଲମାନ ଏବେ…
Read More...