ଡିସେମ୍ବର ୧ରୁ ବଡ଼ ପରିବର୍ତ୍ତନ, ୭ ନିୟମ ହେବ ଲାଗୁ

ଭୁବନେଶ୍ୱର, ୨୫/୧୧ : ଡିସେମ୍ବର ୧ ର ଆରମ୍ଭରେ ଦେଶର ଆର୍ଥିକ ଏବଂ ଦୈନନ୍ଦିନ ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । କ୍ରେଡିଟ୍ କାର୍ଡ ଖର୍ଚ୍ଚ,ଗ୍ୟାସ୍ ସିଲିଣ୍ଡର ଦର, ଲୋନ୍ EMI,ଟ୍ରେଡିଂ ମାର୍ଜିନ ଏବଂ ଆଧାର ଅପଡେଟ୍ ଭଳି ପ୍ରସଙ୍ଗ ସିଧାସଳଖ ସାଧାରଣ ଲୋକଙ୍କ ମାସିକ ବଜେଟ୍ ଏବଂ ନିବେଶକୁ ପ୍ରଭାବିତ କରିବ ଏଥିରେ କୌଣସି ସନ୍ଦେହ ନାହିଁ। ମାସ ଆରମ୍ଭରୁ ସଚେତନ ରହିଲେ ଅନାବଶ୍ୟକ ଖର୍ଚ୍ଚରୁ ବଞ୍ଚିବା ସହିତ ସୁବିଧାର ଲାଭ ଉଠାଇ ପାରିବେ। କ୍ରେଡିଟ୍ କାର୍ଡ, LPG ଓ RBI ବୈଠକରେ କ’ଣ ବଦଳୁଛି ନିୟମ ଆସନ୍ତୁ ଦେଖିବା ।