ହ୍ରାସ ପାଉଛି ହୀରାକୁଦ ଡ଼୍ୟାମର ଜଳ ପତ୍ତନ; ୩୬ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ
ସମ୍ବଲପୁର, ୩୧/୮ : ହୀରାକୁଦ ଡ଼୍ୟାମର ଜଳ ପତ୍ତନ ହ୍ରାସ ପାଉଛି। ତେଣୁ ଡ଼୍ୟାମ କତ୍ତୃପକ୍ଷ ହୀରାକୁଦର ୧୦ଟି ଗେଟ ବନ୍ଦ କରିଥିବା ବେଳେ ଡ଼୍ୟାମରୁ ଏବେ ୩୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଛି। ଡ଼୍ୟାମର ଜଳ ଧାରଣ କ୍ଷମତା…
Read More...
Read More...