ପ୍ରସ୍ତୁତି ସାମଗ୍ରୀ-ଅରୁଆ ଚାଉଳ-୨୦୦ଗ୍ରାମ୍, ବିରିଡ଼ାଲି-୧୦୦ଗ୍ରାମ୍, ନଡ଼ିଆ-୧ଫାଳ, ଦହିଛେନା-୧୦୦ଗ୍ରାମ୍, ଗୁଡ଼-୫୦ଗ୍ରାମ୍, ଲୁଣ-ସ୍ୱାଦ ଅନୁସାରେ, ତେଲ-ଆବଶ୍ୟକ ଅନୁସାରେ ।
ପ୍ରଣାଳୀ- ଅରୁଆ ଚାଉଳ ଓ ବିରିଡ଼ାଲିକୁ ୬ଘଣ୍ଟା ଭିଜାଇଦିଅ;ୁ । ବିରିରୁ ଚୋପା ଛଡ଼ାଇ ଓ ଅରୁଆ ଚାଉଳ ଧୋଇ ଚିMଣ କରି ବାଟି ରଖନ୍ତୁ । ନଡ଼ିଆ କୋରି ଦିଅନ୍ତୁ । ଗୁଡ଼, ଛେନା ଓ ନଡ଼ିଆ ସହିତ ପୁର ତିଆରି କରନ୍ତୁ । ଚୁଲିରେ ତାଉଆକୁ ବସାଇ ତେଲ ପକାଇଦିଅ;ୁ । ତେଲ ଗରମ ହୋଇଗଲେ ପିଠଉ ଆଣ ଢାଳ;ୁ ଓ ଚକୁଳି ପରି ଗୋଲ ବୁଲାନ୍ତୁ । ଅଳ୍ପ ଜାଳରେ ରଖନ୍ତୁ । ଚାରିକଡ଼ ତେଲ ବୁଲାନ୍ତୁ । ପିଠା ହୋଇଗଲେ କାଢି କାଟି ଖାଇବାକୁ ଦିଅନ୍ତୁ ।
Prev Post
Next Post