ପ୍ରସ୍ତୁତି ସାମଗ୍ରୀ-କଲରା ୨୫୦ଗ୍ରାମ୍, ତଟକା ଦହି ୨୦୦ଗ୍ରାମ୍, ପିଆଜ ୨ଟି, ଲଙ୍କାଗୁଣ୍ଡ ୧ଚାମଚ, ହଳଦୀଗୁଣ୍ଡ ୧/୨ଚାମଚ, ଧନିଆଗୁଣ୍ଡ ୧ଚାମଚ, ଗୋଲମରିଚ ୭/୮ଟି, ଡାଲଚିନି ୧ଖଣ୍ଡ, ଆବଶ୍ୟକ ଅନୁସାରେ ଆମଚୁର, ୧ଚାମଚ ଗରମମସଲା, ରସୁଣବଟା ୧ଚାମଚ, ଅଦାବଟା ୧ଚାମଚ।
ପ୍ରଣାଳୀ- କଲରାକୁ ଭଲଭାବରେ ଧୋଇ ଚୋପା ଛଡେଇନିଅ;ୁ । ଅଧଫାଳ କରି ସେଥିରେ ଲୁଣ ଓ ଆମଚୁରଗୁଣ୍ଡ ଗୋଳା;ୁ । କିଛି ସମୟ ରଖି ତେଲରେ ଭାଜିନିଅ;ୁ । ତେଲରେ ପିଆଜ, ଲଙ୍କା, ମସଲାବଟା ଭାଜି ସେଥିରେ ଦହି ଢାଳ;ୁ । ତା’ପରେ ସେଥିରେ ଭଜା କଲରା ପକା;ୁ । ଧନିଆ, ଲଙ୍କା, ଗୋଲମରିଚ, ଲୁଣ ଓ ସାମାନ୍ୟ ପାଣି ଦିଅ;ୁ । ସିମ୍ରେ ଢାଙ୍କି ୫ମିନିଟ୍ ବସା;ୁ । ଓହ୍ଲେଇ ଗରମମସଲା ଦେଇ ପରଷ;ୁ ।
Prev Post
Next Post