ଦିନ ଦି-ପହରେ କଳା କନା ବୁଲାଇଲେ ଚୋର

0

ରାଉରକେଲା ମଧୁସୁଧନ ମାର୍ଗ Indian Overseas Bank ରୁ ଦିନ ଦି-ପହରେ କଳା କନା ବୁଲାଇଲେ ଚୋର । ପ୍ରାୟ 7 ରୁ 8 ଜଣ ଦୁର୍ବୁତ ଆଜି ଦିନ 10ଟା ବେଳେ ବ୍ୟାଂକ ରେ ପଶି,ବ୍ୟାଙ୍କ କର୍ମଚାରୀଙ୍କୁ ଧମକ ଦେଇ ଲୁଟି ନେଇଛନ୍ତି ହାରାହାରି 44 ଲକ୍ଷ ଟଙ୍କା ।

ଘଟଣା ର ତଦନ୍ତ ପ୍ରକ୍ରିୟା ଚାଲୁ ରହୁଥିବା ବେଳେ ଘଟଣା ସ୍ଥଳ ରେ ରାଉରକେଲା SP ୱେଷ୍ଟନ ରେଞ୍ଜ DIG ଙ୍କ ସହିତ ଅନେକ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଘଟଣା ସ୍ଥଳ ରେ ଉପସ୍ଥିତ ରହି ତଦନ୍ତ ଚାଲୁ ରହିଥିବା କହିଛନ୍ତି ।

Leave A Reply

Your email address will not be published.