ଡୁକାଟିର ପାୱାରଫୁଲ ବାଇକ୍ ଏବେ ଭାରତରେ

0

ଆନ୍ତର୍ଜାତିକ ବଜାରରେ Ducati Multistrada 1260ର ୪ଟି ମଡେଲ ଉପଲବ୍ଧ। ଷ୍ଟାଣ୍ଡାର୍ଡ ମଡେଲ ବ୍ୟତୀତ Multistrada-1260-S, Multistrada-1260-D-Air ଓ Multistrada 1260 Pikes Peak ଏହି ୪ଟି ମଡେଲ ଅନ୍ତରାଷ୍ଟ୍ରୀୟ ବଜାରରେ ଉପଲବ୍ଧ। ହେଲେ ଭାରତରେ କେବଳ Multistrada-1260 ଓ ଏହାର ପ୍ରିମିୟମ ଭ୍ୟାରିଆଣ୍ଟ-1260-S ଉପଲବ୍ଧ।
ଡୁକାଟି କମ୍ପାନୀ ଭାରତରେ ନିଜର ନୂଆ Multistrada-1260 ଓ ଏହାର ପ୍ରିମିୟମ ଭ୍ୟାରିଆଣ୍ଟ-1260-S ବାଇକ ଭାରତରେ ଲଞ୍ଚ କରିସାରିଛି। କମ୍ପାନୀର, ଷ୍ଟାଣ୍ଡାର୍ଡ ମଡେଲର ଦାମ୍‌ ୧୫.୯୯ ଲକ୍ଷ ଟଙ୍କା ରହିଥିବା ବେଳେ ଏହାର ପ୍ରିମିୟମ ଭ୍ୟାରିଆଣ୍ଟ ପାଇଁ ଗ୍ରାହକଙ୍କୁ ୧୮.୦୬ ଲକ୍ଷ ଟଙ୍କା ଦେବାକୁ ହେବ।

Leave A Reply

Your email address will not be published.