ଡିଏଭି ପୋଖରୀପୁଟରେ ବାର୍ଷିକ ଉତ୍ସବ ‘ବସ୍ତାନି’ ଅନୁଷ୍ଠିତ

ଭୁବନେଶ୍ୱର,୧୫/୧୨ : ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ବାର୍ଷିକ ଉତ୍ସବ 'ବସ୍ତାନି' ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ୱାଗତ ପରିଚୟ…
Read More...

ମହାକାଳପଡ଼ା ବ୍ଲକରେ ରାସନ କାର୍ଡକୁ ନେଇ ଚିନ୍ତାରେ ପିଏମକିଷାନ ହିତାଧିକାରୀ

ମହାକାଳପଡ଼ା, ୧୫/୧୨ : ମହାକାଳପଡ଼ା ବ୍ଲକର ୩୧ ପଂଚାୟତରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫୦, ୦୦୦ରୁ ଅଧିକ ହିତାଧିକାରୀ ରହିଛନ୍ତି l ସରକାର କେହି ଅନାହାରରେ ରହିବେନି ସ୍ଲୋଗାନ ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା…
Read More...

‘ମନରେଗା’ ଯୋଜନାର ନାମ ପରିବର୍ତ୍ତନ ପ୍ରସ୍ତାବକୁ ଶଶୀ ଥରୁରଙ୍କ ସମର୍ଥନ

ନୂଆଦିଲ୍ଲୀ,୧୫/୧୨ : କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାର ନାମ ପରିବର୍ତ୍ତନ ପ୍ରସ୍ତାବ ଏବଂ ନୂତନ "G-RAM-G" ବିଲ୍ ଉପରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିବା ଆରମ୍ଭ କରିଛି ।…
Read More...

ସରକାରୀ ଆୟୁର୍ବେଦିକ୍ ଓ ହୋମିଓପ୍ୟାଥିକ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୫/୧୨ : ସରକାରୀ ଆୟୁର୍ବେଦିକ୍ ଓ ହୋମିଓପ୍ୟାଥିକ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜରେ…
Read More...

ପୂର୍ବତନ ସାଂସଦ ଡା. ରାମ ବିଳାସ ଦାସ ବେଦାନ୍ତୀଙ୍କ ପରଲୋକ

ନୂଆଦିଲ୍ଲୀ, ୧୫/୧୨ : ରାମ ମନ୍ଦିର ଆନ୍ଦୋଳନର ଜଣେ ପ୍ରମୁଖ ଚେହାରା ଥିବା ସନ୍ଥ ତଥା ପୂର୍ବତନ ସାଂସଦ ଡାକ୍ତର ରାମ ବିଳାସ ଦାସ ବେଦାନ୍ତୀଙ୍କ ନିଧନ ହୋଇଛି । ଆଜି ମଧ୍ୟ ପ୍ରଦେଶ ରୀୱା ଜିଲ୍ଲାରେ ୭୭ ବର୍ଷ ବୟସରେ ସେ…
Read More...

ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ହର୍ଷିତ ଦେଓ

ଭୁବନେଶ୍ୱର, ୧୫/୧୨: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ଆଜି ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି। ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼. ହରି ବାବୁ…
Read More...

ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ଆସାମ ନିର୍ବାଚନ ଦାୟିତ୍ୱ 

ଭୁବନେଶ୍ୱର, ୧୫/୧୨ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଆସାମ ନିର୍ବାଚନ ଦାୟିତ୍ୱ । ବୈଜୟନ୍ତ ବିଜେପିର ଆସାମା ନିର୍ବାଚନ ପ୍ରଭାରୀ ହୋଇଛନ୍ତି । ସେହିପରି ଜମ୍ମୁ…
Read More...

ଭୁବନେଶ୍ୱରରେ ହେବ ‘ଭିସା’ ଆବେଦନ ସେଣ୍ଟର୍

ଭୁବନେଶ୍ୱର, ୧୫/୧୨ : ଓଡ଼ିଶା ଲୋକଙ୍କୁ ଆଉ ଭିସା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଭୁବନେଶ୍ୱରରେ ଖୁବ ଶୀଘ୍ର ଭିସା ଆବେଦନ ପାଇଁ କାର୍ଯ୍ୟାଳୟ ଖୋଲିବାକୁ ଯାଉଛି । ଆଜି ‘ଗ୍ଲୋବାଲ ଭିସା ଆପ୍ଲିକେସନ…
Read More...

ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବ : ୧୦୦ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ, ୧୫/୧୨ : ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବରେ ବିମାନବନ୍ଦରରେ ୧୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି । ଏହାରି ମଧ୍ୟରେ ଇଣ୍ଡିଗୋ, ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ପରାମର୍ଶ ଜାରି କରିଛନ୍ତି । ଏଥିସହ ୧୬ ଏବଂ…
Read More...

ବିସିସିଆଇର ନୂଆ ନିୟମ, ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ୨ଟି ଘରୋଇ ମ୍ୟାଚ୍ ଖେଳିବାକୁ ବାଧ୍ୟ

ନୂଆଦିଲ୍ଲୀ, ୧୫/୧୨ :  ଟି-୨୦ ସିରିଜ ଖେଳ ଚାଲିଥିବା ବେଳେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି । ଦିନିକିଆ ଏବଂ ଟି୨୦ ଟିମ୍ ଖେଳାଳିଙ୍କ ପାଇଁ ବିସିସିଆଇ ନୂଆ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ, ଧଳା ବଲ୍…
Read More...