ବିଜେଡ଼ିରେ ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେଲେ ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳରେ ଆରମ୍ଭ ହୋଇଛି ଆମୂଳଚୂଳ ପରିବର୍ତନ । କିଛିଦିନ ପରେ ଦଳରେ ୮ ବରିଷ୍ଠ ଉପସଭାପତି ଓ ୯ ଉପସଭାପତିଙ୍କୁ ନିଯୁକ୍ତି ଦେଇ ବିଭିନ୍ନ ସାଙ୍ଗଠନିକ ଦାୟିତ୍ବ ଦେଇଥିବା ମୁଖ୍ୟମନ୍ତ୍ରୀ ତଥା ସଭାପତି…
Read More...

୫ ମାସ ପାଇଁ ଗରିବଙ୍କୁ ଗହମ,ଚାଉଳ ଓ ୩ ମାସ ରନ୍ଧନ ଗ୍ୟାସ ମାଗଣା

ନୂଆଦିଲ୍ଲୀ : ଦେଶର ଗରିବଙ୍କୁ ୫ ମାସ ପାଇଁ ଖାଦ୍ୟଶସ୍ୟ ଓ ୩ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ ଯୋଗାଇବେ କେନ୍ଦ୍ର ସରକାର । ସେହିପରି ସହରାଞ୍ଚଳର କରିବଙ୍କୁ ଶସ୍ତାରେ ଭଡ଼ାଘର ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ରିଭ୍ୟୁ ପିଟିସନ୍ ଫାଇଲ୍‌ କରିବାକୁ ମନାକଲେ କୁଳଭୂଷଣ ଯାଦବ : ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ ହୋଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ରିଭ୍ୟୁ ପିଟିସନ୍ ଫାଇଲ୍ କରିବାକୁ ମନା କରି ଦେଇଛନ୍ତି। ପଡ଼ିରହିଥିବା କ୍ଷମା ଯାଚିକାକୁ ନେଇ ଆଗେଇବାକୁ ସେ ସ୍ଥିର କରିଥିବା କଥା…
Read More...

ଜୁଲାଇ ୧୩ ପର୍ଯ୍ୟନ୍ତ ବନ୍ଦ ରହିବ ଭୁବନେଶ୍ୱର ଆରଟିଓ-୨ କାର୍ଯ୍ୟାଳୟ

ଭୁବନେଶ୍ୱର, ୮/୭ : ଗତକାଲି ଆରଟିଓ-୧ ଅଫିସ୍‌ରୁ ୪ଜଣ କରୋନା ରୋଗୀ ବାହାରିବା ପରେ ରାଜଧାନୀ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସକୁ ସିଲ କରିଥିଲା ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ତେବେ…
Read More...

ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି : ଜଣେ ମନ୍ତ୍ରୀ କରୋନାଭାଇରସ୍ ପଜିଟିଭ୍ ‌ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ରାଞ୍ଚି ବାସଭବନରେ ହୋମ୍ କ୍ବାରେଣ୍ଟିନ୍‌ରେ ରହିଛନ୍ତି। ସେହି ମନ୍ତ୍ରୀଙ୍କୁ…
Read More...

ଅଡ଼ଶପୁରରେ ଜାରି ହେଲା ୭୨ଘଣ୍ଟିଆ ସଟଡାଉନ୍

ନିଆଳି, ୮/୭ : ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ ୩ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ୩ କର୍ମଚାରୀ କରୋନାରେ ସଂକ୍ରମିତ ଥିବା ଜଣା…
Read More...

ବ୍ରିଟେନ୍‌ରେ ଆରମ୍ଭ ହେଲା ‘ଇଣ୍ଡିଆ ଗ୍ଲୋବାଲ ଓ୍ୱିକ୍’, ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ୮/୭ : ଆଜିଠାରୁ ବ୍ରିଟେନରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆ ଗ୍ଲୋବାଲ ସପ୍ତାହ-୨୦୨୦ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିବେ । ଭର୍ଚ୍ୟୁଆଲ୍‌ ମାଧ୍ୟମରେ କାର୍ଯ୍ୟକ୍ରମରେ…
Read More...

ଯୁବକଙ୍କୁ ପଥରରେ ଛେଚି ହତ୍ୟା, ଜଣେ ଅଟକ

ବଲାଙ୍ଗୀର, ୮/୭ : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବାଦୀମୁଣ୍ଡାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ଯୁବକ ସୁରେସନ ନାଏକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଯୁବକଙ୍କୁ…
Read More...

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରୁ ଓହରିବ ଆମେରିକା

ନୂଆଦିଲ୍ଲୀ: ୨୦୨୧ ଜୁଲାଇ ୬ ତାରିଖରୁ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରୁ ଓହରି ଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ଗ୍ରହଣ କରିଥିବା ନିଷ୍ପତ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ପାଇବା ପରେ ମଙ୍ଗଳବାର ଦିନ…
Read More...

ଆଶାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ଦେଢଶୁର ଓ ଦିଅରଙ୍କ ନାଁରେ ଅଭିଯୋଗ

ବ୍ରହ୍ମଗିରି, ୮/୭ : ଜମିବାଡିକୁ କେନ୍ଦ୍ର କରି ଆଶାକର୍ମୀ ଓ ତାଙ୍କର ୨ ଝିଅଙ୍କୁ ଆକ୍ରମଣ କରାଯାଇଛି । ଆଶାକର୍ମୀଙ୍କ ଦେଢଶୁର ଓ ଦିଅର ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା…
Read More...