ନୂଆ ମାନଚିତ୍ରକୁ ବିରୋଧ କରି ଦଳରୁ ବହିଷ୍କୃତ ହେଲେ ନେପାଳି ସାଂସଦ

କାଠମାଣ୍ଡୁ : ନକ୍ସା ବିବାଦରେ ଭାରତ ସପକ୍ଷରେ ମୁହଁ ଖୋଲିଥିବା ନେପାଳି ସାଂସଦ ସରିତା ଗିରିଙ୍କୁ ନେପାଳର ଜନତା ସମାଜବାଦୀ ପାର୍ଟି(JSP) ଦଳରୁ ବହିଷ୍କାର କରିଛି। ଏହା ସହିତ ସରିତା ଗିରିଙ୍କୁ ସଂସଦ ସଦସ୍ୟତା ମଧ୍ୟ…
Read More...

କରୋନା ପାଇଁଁ ୩୦% କମିଲା ସିଲାବସ୍

ଭୁବନେଶ୍ୱର, ୭/୭ : କୋରୋନା ପାଇଁ ୩୦% କମିବ ସିଲାବସ୍। CBSE ଓ NCERT ପାଠ୍ୟକ୍ରମ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାଙ୍କ ସିଲାବସ୍‌ କମାଇବାକୁ ନିଷ୍ପତ୍ତି ନେଇଛି ସିବିଏସଇ ବୋର୍ଡ଼ । ଶିକ୍ଷକ, ଅଭିଭାବକ ଓ…
Read More...

ରାଜ୍ୟରେ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରୀ ନାହିଁ , ଲାଗିଲା ଆର୍ଥିକ କଟକଣା

ଭୁବନେଶ୍ୱର, ୭/୭ : କରୋନା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଲାଗିଲା ଆର୍ଥିକ କଟକଣା । ନୂଆ ନିଯୁକ୍ତି, ଯୋଜନା, ପ୍ରକଳ୍ପ ସବୁ ଉପରେ ଲାଗିଲା ରୋକ୍‌ । ଆସନ୍ତା ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସବୁ ପ୍ରକାର…
Read More...

ଯାତ୍ରୀ ନହେବାରୁ ବନ୍ଦ ହେଲା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍‌ଡାଉନ ସମୟରେ ଅଟକି ରହିଯାଇଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳବାଇ…
Read More...

ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ଦେବଗଡ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଦେବଗଡ ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଆଜି ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଇଥିଲା। ଆଜି…
Read More...

ଶବକୁ ସ୍ୱର୍ଗଦ୍ୱାର ମନା : ପୁରୀ ଜିଲ୍ଲାପାଳ

ପୁରୀ,୭/୭ : କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଆସନ୍ତା କିଛି ଦିନ ଯାଏଁ ଶବ ଦାହ ଉପରେ କଟକଣା ଜାରି କରାଯାଇଛି। ଏ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି…
Read More...

କଟକରେ ଆଉ ୨ ଦିନ ବଢ଼ିଲା ସଟଡାଉନ

କଟକ : କଟକ ସହରାଞ୍ଚଳରେ ସଟଡାଉନ ଅବଧିକୁ ୨ ଦିନ ବୃଦ୍ଧି କରାଯାଇଛି। ଆସନ୍ତା ଜୁଲାଇ ୧୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ କଟକଣା ବଳବତ୍ତର ରହିବ ବୋଲି କଟକ ମୁନିସିପାଲ କର୍ପୋରେସନ, ସିଏମସି ପକ୍ଷରୁ ସୂଚନା ମିଳିଛି।…
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିଲା ମୋଟର ଯାନ ଟିକସ ପଇଠ ଅବଧି

ଭୁବନେଶ୍ୱର : ମୋଟର ଗାଡ଼ି/ଅତିରିକ୍ତ ଟିକସ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଏପ୍ରିଲ୍‌-ଜୁନ୍‌ର ମାଲ୍‌ବାହୀ ଗାଡ଼ି ଟିକସ ପୈଠ ଅବଧି ଜୁଲାଇ ୧୫ ଯାଏ ବଢ଼ାଇ ଦିଆଯାଇଛି ବୋଲି ରାଜ୍ୟ ବାଣିଜ୍ୟ ଓ…
Read More...

ଜାଣନ୍ତୁ ରୁଦ୍ରାକ୍ଷ ଧାରଣ କରିବାର ଧାର୍ମିକ ମହତ୍ୱ

ଭୁବନେଶ୍ୱର : ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ, ରୁଦ୍ରାକ୍ଷକଳ୍ପ, ରୁଦ୍ରାକ୍ଷ ମାହାତ୍ମ୍ୟ ଆଦି…
Read More...

ଆଜି ଭୁବନେଶ୍ବରରେ ୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୭/୭: ଆଜି ଭୁବନେଶ୍ବରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୨୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଲୋକାଲ୍‌ କଣ୍ଟାକ୍ଟ ୧୪, କ୍ବାରେଣ୍ଟାଇନ୍ ୧୪ ଓ କୋଭିଡ୍‌ ଯୋଦ୍ଧା ୧ ଚିହ୍ନଟ ହୋଇଛନ୍ତି। ଡୁମୁଡୁମା…
Read More...