ଆମେରିକାର ଚାପ ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ: ପୁଟିନ

ନୂଆଦିଲ୍ଲୀ, ୦୩/୧୦ : ଆମେରିକୀୟ ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରତିଆକ୍ରମଣ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ କହିଥିଲେ, ରୁଷ ଏକ କାଗଜ ବାଘ ନୁହେଁ। ଯଦି ଏହା ଅନୁଭବ କରେ ଯେ ୟୁରୋପ ଆମକୁ…
Read More...

ରାଜ୍ୟରେ ପ୍ରବଳ ବର୍ଷା , ସାଢ଼େ ୮ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର, ୦୩/୧୦ : ଗଭୀର ଅବପାତ ପ୍ରଭାବରେ ତୁହାକୁ ତୁହା ବର୍ଷା । ଗୋପାଳପୁର ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ଏହା ଉତ୍ତର -ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଦେଇ ଆଗକୁ ଗତି କରିବାର…
Read More...

କିଟ୍ ଓ କିସ୍ ପରିବହନ ବିଭାଗରେ ଦଶହରା ପାଳିତ

ଭୁବନେଶ୍ୱର, ୦୩/୧୦ : କିଟ୍ ଓ କିସ୍ ପରିବହନ ବିଭାଗରେ ପାଳିତ ହୋଇଛି ଦଶହରା । କିଟ୍, କିସ୍ ଓ କିମ୍ସରେ ଥିବା ପ୍ରାୟ ୫୦୦ଟି ଗାଡ଼ି ଏକାଠି ପୂଜା କରାଯାଇଥିଲା। ଆୟୋଜିତ ଯଜ୍ଞରେ କିସ୍ ଓ କିଟ୍ ର ପ୍ରତିଷ୍ଠାତା ଡ.…
Read More...

ଆଜିର ରାଶିଫଳ (ଶୁକ୍ରବାର)

ମେଷ : କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ୍‌ ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ। ବୃଷ :…
Read More...

ଦଶହରାରେ ହଲରେ ଧମାଲ କରୁଛି ‘କାନ୍ତାରା ଚାପ୍ଟର – ୧’

ମୁମ୍ବାଇ : ଦଶହରାରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି କାନ୍ତାରା ଚାପ୍ଟର-୧ ଫିଲ୍ମ । ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍ ପରଦାକୁ ଆସିଛି । ଦଶହରାରେ ଦୋବ୍ୟାପୀ ସିନେମା…
Read More...

ଲାହୋର ନୁହେଁ ଏବେ କରାଚୀ ପାଳି : ପାକିସ୍ତାନକୁ କଡା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ବିଜୟାଦାମୀ ଅବସରରେ ଭୁଜ୍‍ ବାୟୁସେନା ଘାଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପାକିସ୍ତାନ ସର୍‍ କ୍ରିକ୍‍ ଅଞ୍ଚଳରେ କୌଣସି…
Read More...

‘ଗଣତନ୍ତ୍ର ଉପରେ ଆକ୍ରମଣ’ ଭାରତ ପାଇଁ ସବୁଠାରୁ ବଡ଼ ବିପଦ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତ ପାଇଁ ୨/୧୦ ସବୁଠାରୁ ବଡ଼ ବିପଦ ହେଉଛି ଗଣତନ୍ତ୍ର ଉପରେ ଆକ୍ରମଣ। କଲମ୍ବିଆର ଇଆଇଏ…
Read More...

କୋରାପୁୁଟ-ରାୟଗଡ଼ା ରେଳଲାଇନ୍‌ ଉପରେ ଖସିଲା ପଥର, ଟ୍ରେନ୍‌ ଚଳାଚଳ ଠପ

କୋରାପୁଟ : ଲଘୁଚାପଜନିତ ବର୍ଷା କାରଣରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। କୋରାପୁୁଟ-ରାୟଗଡ଼ା ରେଳଲାଇନ୍‌ ଉପରେ ପୁଣି ଥରେ ପାହାଡ଼ରୁ ବିଶାଳ ପଥର ଖସିପଡ଼ିଛି। ଏଥି ସହିତ…
Read More...

ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ୫୦ ଓ୍ବିକେଟ ନେବାରେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ବୁମରା

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତ- ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ । ଆଜି ପ୍ରଥମ ଦିନରେ ହିଁ ଓ୍ବେଷ୍ଟଇଣ୍ଡିଜ୍ ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଛି ।…
Read More...

କୋଭିଡ ସମୟରେ ସହିଦ ହୋଇଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ୧ କୋଟିର ସହାୟତା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଡ଼ ଘୋଷଣା କରିଛନ୍ତି । କୋଭିଡ୍ ସମୟରେ ଡ୍ୟୁଟିରେ ଥାଇ ସହିଦ ହୋଇଥିବା କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଦେବାକୁ ଦିଲ୍ଲୀ ସରକାର ଘୋଷଣା…
Read More...