ଆଜି ବିଜୟା ଦଶମୀ : ଚଣ୍ତିପାଠରେ ଫାଟି ପଡୁଛି ଧରିତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର,…
Read More...

୧୦୦ ବର୍ଷରେ RSS, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ବିଜୟା ଦଶମୀର ପବିତ୍ର ଅବସରରେ ରାଷ୍ଟ୍ର ନିର୍ମାଣ ଏବଂ ସମାଜସେବାର ଏକ ଐତିହ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ଉତ୍ସବ ପାଳନ କରାଯାଉଛି । ଦେଶ ପ୍ରତି ନିଃସ୍ୱାର୍ଥପର ସେବାର ୧୦୦ବର୍ଷ ପୂରଣ କରିଛି…
Read More...

ଆସିଲା ତାଜା ସର୍ଭେ : ଜାଣନ୍ତୁ , ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଚାଁହୁଛନ୍ତି ବିହାର ଜନତା

ପାଟନା : ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ସରଗରମ । ସମସ୍ତ ଦଳ ସେମାନଙ୍କର ପ୍ରଚାରକୁ ତୀବ୍ର କରିଛନ୍ତି। ଏହି ସମୟରେ, ବିହାର ନିର୍ବାଚନ ସମ୍ପର୍କରେ ଅନେକ ସର୍ଭେ ମଧ୍ୟ ପ୍ରକାଶ ପାଉଛି।…
Read More...

ଭାରତ-ପାକିସ୍ତାନ ମ୍ୟାଚ ଯେଉଁମାନେ ଦେଖିଛନ୍ତି ସେମାନେ ଦେଶଦ୍ରୋହୀ : ଉଦ୍ଧବ ଠାକରେ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ମ୍ୟାଚ୍ ଦେଖିଥିବା ଲୋକଙ୍କୁ ଦେଶଦ୍ରୋହୀ…
Read More...

ମୋଟୁରେ କଂଗ୍ରେସର ‘ଗାନ୍ଧୀ ପଥେ ଓଡ଼ିଶା’ ପଦ ଯାତ୍ରା ଆରମ୍ଭ

ମୋଟୁ,୨/୧0 : ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁ ମୁଗି ପଏଣ୍ଟରୁ ଆଜିଠାରୁ କଂଗ୍ରେସ ଦଳର ‘ଗାନ୍ଧୀ ପଥେ ଓଡ଼ିଶା’ ପଦ ଯାତ୍ରା ଆରମ୍ଭ ହୋଇଛି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ କଂଗ୍ରେସର ସମସ୍ତ ଆଗଧାଡିର…
Read More...

ଗାନ୍ଧିଜୀଙ୍କ ୧୫୬ତମ ଜନ୍ମବାର୍ଷିକୀରେ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ…
Read More...

ରାଜ୍ୟବାସୀଙ୍କୁ ଦଶହରାର ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨/୧୦ : ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଶହରାର ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ…
Read More...

ମଝି ରାସ୍ତାରେ ଭାଙ୍ଗିଲା ପୂଜା ପେଣ୍ଡାଲ : ମୁଖ୍ୟ ରାସ୍ତାରେ ଯାତାୟାତ ଠପ୍

ଜଗତସିଂହପୁର,୨/୧୦ : ଜଗତସିଂହପୁର ଜିଲ୍ଲା ବାଲିକୁଦା ବସ୍ ଷ୍ଟାଣ୍ଡ ପୂଜା ମଣ୍ଡପର ମୁଖ୍ୟ ପେଣ୍ଡାଲ ଭାଙ୍ଗି ଯାଇଛି। ଲଘୁଚାପ ପ୍ରଭାବରେ ହୋଇଥିବା ପବନ ଏବଂ ବର୍ଷାରେ ପେଣ୍ଡାଲ ଭାଙ୍ଗି ମୁଖ୍ୟ ରାସ୍ତା ଉପରେ ପଡ଼ିଛି। ଏହା…
Read More...

ଆଜି ମହାତ୍ମା ଗାନ୍ଧୀ ଓ ଲାଲ୍‍ ବାହାଦୂର ଶସ୍ତ୍ରୀଙ୍କ ଜୟନ୍ତୀ

ଭୁବନେଶ୍ୱର,୨/୧୦ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ୧୮୬୯ ମସିହା ଅକ୍ଟୋବର ୨ରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ଅହିଂସାର…
Read More...

ଆସନ୍ତାକାଲି କଂଗ୍ରେସର ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା : ୧୨ ସୁଦ୍ଧା ଓଡ଼ିଶାରୁ ୨୦ ଲକ୍ଷ ଦସ୍ତଖତ ସଂଗ୍ରହ

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟ କଂଗ୍ରେସର ବର୍ଷବ୍ୟାପୀ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ମାଲକାନଗିରି ମୋଟୁଠାରୁ ଆରମ୍ଭ ହୋଇ ୧୨ ତାରିଖରେ ଏହି ଅଭିଯାନ ଶେଷ ହେବ । ଏହି ପଦଯାତ୍ରାରେ ଦଳର ବରିଷ୍ଠ ନେତୃବର୍ଗ ଓ…
Read More...