ଭୁବନେଶ୍ୱର,୨୪/୧୧: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଶନିବାର ଶେଷ ହୋଇଛି। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବି ରଖିଛନ୍ତି । ନଭେମ୍ବର ୧୬ ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବାର ଥିଲା । ମାତ୍ର ଆଉ ୧୮ଟି କାର୍ଯ୍ୟ ଦିବସ ବାକି ଥିବାବେଳେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି ।