କନ୍ଧମାଳରେ ପୁଣି ଲଜ୍ୟା ,୨ ଗିରଫ

0

କନ୍ଧମାଳରେ ପୁଣି ଲଜ୍ଜା । ଜିଲ୍ଲାର ଖଜୁରୀପଡା ଥାନା ଅଂଚଳରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ୨ଜଣ ଅଭିୁକ୍ତକୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ନାବାଳିକା ଜଣକ ହାଟ ସାରି ଘରକୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

Leave A Reply

Your email address will not be published.