ମୟୂରଭଞ୍ଜ ଜିଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥୀ ମଲ୍ଲିକଙ୍କ ତତ୍ତ୍ୱାବଧାନ ଏବଂ ଓରାଚନ୍ଦାବିଲାସ୍ଥିତ ଭାଗବତଚନ୍ଦ୍ରପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଶାରିରିକ ଶିକ୍ଷା ଶିକ୍ଷକ ଦୀପକ ରାମଙ୍କ ନେତୃତ୍ୱରେ ୫ ଜଣ ପ୍ରତିଯୋଗୀ ଯୋଗ ଦେଇଛନ୍ତି ।ଏସ.ଏମ. ଅଲି ଉଚ୍ଚ ବିଦ୍ୟାଳୟ, ନୟାପଲୀ ଭୁବନେଶ୍ୱର ଠାରେ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ ଏହି ପ୍ରତିଯୋଗିତା ।