ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ : ୧୦ ମୃତ

ନୂଆଦିଲ୍ଲୀ, ୧୪/୧୨ : ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ନ୍ୟୁ ସାଉଥ୍ ୱେଲ୍ସ ପୁଲିସ ଗମ୍ଭୀର…
Read More...

ଭୋଟ୍ ଚୋରି ଅଭିଯୋଗ ନେଇ ଦିଲ୍ଲୀ ରାମଲୀଳା ମଇଦାନରେ କଂଗ୍ରେସର ବିଶାଳ ରାଲି

ନୂଆଦିଲ୍ଲୀ, ୧୪/୧୨ : ଭୋଟ୍ ଚୋରିକୁ ନେଇ ଦିଲ୍ଲୀରେ କଂଗ୍ରେସର ଗର୍ଜନ । ରାମଲୀଲା ମଇଦାନରେ ବଡ଼ ବିକ୍ଷୋଭ ଓ ପ୍ରତିବାଦ ସଭା । ରାଲିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ବେଣୁଗୋପାଳ, ଜୟରାମ ରମେଶ, ସଚିନ ପାଇଲଟ ଭଳି…
Read More...

ୟୁପି ବିଜେପି ରାଜ୍ୟ ସଭାପତି ହେଲେ ପଙ୍କଜ ଚୌଧୁରୀ

ନୂଆଦିଲ୍ଲୀ, ୧୪/୧୨ : ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶକୁ ନୂତନ ରାଜ୍ୟ ସଭାପତି ମିଳିଛି । ବିଜେପି ମନ୍ତ୍ରୀ ପୀୟୁଷ ଗୋୟଲ ଦଳର ନୂତନ ରାଜ୍ୟ ସଭାପତି ଘୋଷଣା କରିଛନ୍ତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜେପି…
Read More...

ସୋନିଆ ଗାନ୍ଧିଙ୍କୁ ମହମ୍ମଦ ମୋକିମ୍ ଚିଠି ଲେଖିବା ପ୍ରସଙ୍ଗ, ମୁହଁ ଖୋଲିଲେ ପିସିସି ସଭାପତି 

ଭୁବନେଶ୍ୱର, ୧୪/୧୨  :  ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୋକିମ ଚିଠି ଲେଖିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭକ୍ତ ଦାସ ।…
Read More...

ଜମ୍ବୁ ରେଞ୍ଜ କାର୍ଯ୍ୟାଳୟ ଠାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନ ଶିବିର

ମହାକାଳପଡ଼ା, ୧୪/୧୨ (ଓଡିଶା ଖବର) : ମହାକାଳପଡ଼ା ରେଞ୍ଜ ତରଫରୁ ଜମ୍ବୁସ୍ଥିତ କାର୍ଯ୍ୟାଳୟ ପରିସରରେ ଶନିବାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ…
Read More...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ, ୧୪/୧୨ : ବିମାନସେବାରୁ ବଞ୍ଚିତ ହୋଇଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ୫୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିବେ ବୋଲି ଜଣାପଡିଛି। ଡିସେମ୍ବର ୩ରୁ ୫ ତାରିଖ…
Read More...

ଦିଲ୍ଲୀ ବିସ୍ଫୋରଣ ଘଟଣା : ଓଡ଼ିଶାରୁ ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ

ଭୁବନେଶ୍ୱର, ୧୪/୧୨ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶାରୁ ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ । ଭଦ୍ରକରୁ ଦୁଇ ଜଣ ମୋବାଇଲ ଦୋକାନୀଙ୍କୁ ଦିଲ୍ଲୀ ସାହିନବାଗ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ଭଦ୍ରକର…
Read More...

କଟକ ରାଜନୀତି ସରଗରମ: ତିନି ଦଳରେ ନେତା ବିଦ୍ରୋହୀ

ଭୁବନେଶ୍ୱର, ୧୪/୧୨ : ବିଭିନ୍ନ କାରଣରୁ କଟକରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ମଙ୍ଗୁଆଳ ନେତା ନିଜ ନିଜର ସ୍ଥିତିକୁ ନେଇ ଅସନ୍ତୁଷ୍ଟ। କଂଗ୍ରେସର ମହମ୍ମଦ ମୋକିମ, ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ…
Read More...

ରାଜ କୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର

ନୂଆଦିଲ୍ଲୀ, ୧୪/୧୨ : ଦୀର୍ଘ ସମୟ ଧରି ଥିବା କେନ୍ଦ୍ରୀୟ ସୂଚନା କମିଶନ ଏବଂ ସୂଚନା କମିଶନରଙ୍କ ଖାଲି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଗତିଶୀଳ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ତିନି ସଦସ୍ୟ…
Read More...

ଶୀତଦିନେ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଏକ ଚାମଚ ମହୁ, ଦୂର ହେବ ଏହିସବୁ ସମସ୍ୟା

ମହୁ କେବଳ ସ୍ୱାଦ ପାଇଁ ନୁହେଁ ବରଂ ଏକ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଏହାର ସେବନ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ପ୍ରାଚୀନ କାଳରୁ ଶୀତ ଋତୁରେ ମହୁ ଖାଇବା ପାଇଁ କୁହାଯାଏ । ଆପଣଙ୍କ ସୂଚନା ପାଇଁ…
Read More...