‘କପିଳ ଶର୍ମା ଶୋ’ ର ସୁଟିଂ ଆରମ୍ଭ : ପ୍ରଥମ ଶୋ’ ରେ ଅତିଥି ହେବେ ଏହି ରିୟଲ ହୀରୋ

ମୁମ୍ବାଇ, ୭/୭ : କପିଳ ଶର୍ମାଙ୍କ ଲୋକପ୍ରିୟ ଶୋ ‘ଦ କପିଳ ଶର୍ମା ଶୋ’ ଖୁବ୍ ଶୀଘ୍ର ଆରମ୍ଭ ହେବ। ଶୋର ମେକର୍ସ ସୁଟିଂ ସେଟରେ ଫେରିବା ପାଇଁ ଖୁବ୍ ପ୍ରସ୍ତୁତି କରୁଛନ୍ତି। ଖବର ମିଳିଛି ଯେ ଏହାର ସୁଟିଂ ଜୁଲାଇ…
Read More...

ଓଡ଼ିଶାରେ ଆଜି ସର୍ବାଧିକ ୫୭୧ କରୋନା ପଜିଟିଭ, ୧୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ୪୨ ଜଣ

ଭୁବନେଶ୍ୱର, ୭/୭ : ଓଡ଼ିଶାରେ ଆଜି ଆଉ ୫୭୧ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି । ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ୭ ଗିରଫ, ୨ କାର ଜବତ

ଲମତାପୁଟ, ୭/୭ : ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୭ ଗିରଫ । କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଚୋରାଚାଲାଣ ବେଳେ ୨କ୍ବିଣ୍ଟାଲର ଗଞ୍ଜେଇ ଧରାପଡିଛି । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ । ଘଟଣାରେ…
Read More...

ଆମେରିକାର ଘୋଷଣା : ଚୀନ ସହ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବୁ

ନୂଆଦିଲ୍ଲୀ, ୭/୭ : ଭାରତ ସହ ଚୀନର ଯୁଦ୍ଧ ହେଲେ ଆମେରିକୀୟ ସେନା ଭାରତକୁ ସମର୍ଥନ କରିବ । ଏନେଇ ସୋମବାର ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି ୟେ, ଏସିଆରେ ଚୀନର ଦାଦାଗିରି…
Read More...

ପୁଲଓ୍ୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ଆତଙ୍କୀ ନିହତ

ଶ୍ରୀନଗର, ୭/୭ : ଦକ୍ଷିଣ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଗୌସୁ ଅଞ୍ଚଳରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନ୍‌କାଉଣ୍ଟରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ କିଛି…
Read More...

ଅରୁଣାଞ୍ଚଳ ପ୍ରଦେଶରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୪

ଇଟାନଗର, ୭/୭ : ଅରୁଣାଞ୍ଚଳ ପ୍ରଦେଶର ତବାଙ୍ଗରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୩.୪ । ସୋମବାର…
Read More...

ଆଇପିଏଲ୍‌ ଆୟୋଜନ ଦୌଡ଼ରେ ସାମିଲ ହେଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଭାରତରେ ଆୟୋଜିତ ହେବା ସମ୍ଭାବନା କମ୍‌ ରହିଛି। ଭାରତରେ କରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତି ଉଦ୍‌ବେଗଜନକ…
Read More...

ବିଧାନସଭା ପରିସରରେ ପହଞ୍ଚିଲା ବିଷ୍ଣୁଙ୍କ ମରଶରୀର, ଶେଷ ଦର୍ଶନ କଲେ ଅନେକ ନେତା

ଭୁବନେଶ୍ବର,୭ /୭: ବିଧାନସଭା ପରିସରରେ ପହଞ୍ଚିଲା ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମରଶରୀର । ଦିଆଗଲା ଗାର୍ଡ ଅଫ୍‌ ଅନର । ଶେଷ ଦର୍ଶନ କଲେ ଅନେକ ନେତା ଓ ମନ୍ତ୍ରୀ । ଗତକାଲି ଏକ ଘରୋଇ ହସ୍ପିଟାଲରେ ବିଧାୟକଙ୍କ…
Read More...

ସେବାୟତମାନଙ୍କର ହେବ ଆଣ୍ଟିବଡି ପରୀକ୍ଷା

ପୁରୀ : ଜୁଲାଇ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସେବକଙ୍କ ତୃତୀୟ ପର୍ଯ୍ୟାୟ କୋଭିଡ ପରୀକ୍ଷା କରାଯିବ। ସେମାନଙ୍କ ଆଣ୍ଟିବଡି ସ୍ଥିତି ଜାଣିବା ପାଇଁ ୧୫ରୁ ସେରୋଲୋଜି ପରୀକ୍ଷା କରାଯିବାକୁ ସୋମବାର ଅନୁଷ୍ଠିତ…
Read More...

୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ ହେବ

ଭୁବନେଶ୍ୱର : ଆସନ୍ତା ୨ ବର୍ଷ ମଧ୍ୟରେ ଓଡ଼ିଶା ୧୫୦୦ ମେଗା ୱାଟ୍‌ ସୌର ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ନେଇ ଲକ୍ଷ୍ୟ ରଖିଛି। ରାଜ୍ୟର ଥିବା ବୃହତ ଜଳାଶୟ ଉପରେ ଭାସମାନ ସୌରଶକ୍ତି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ…
Read More...